ଠିକାଦାରଙ୍କୁ ହତ୍ୟା କରି ୩ଟି ଗାଡ଼ି ପୋଡ଼ି ପକାଇଲେ ନକ୍ସଲ

ଏ ପର୍ଯ୍ୟନ୍ତ ଘଟଣାସ୍ଥଳରେ ପହଞ୍ଚି ପାରିନି ପୁଲିସ ମାଲକାନଗିରି: ଗୁରୁବାର ସକାଳେ ମାଥିଲି ବ୍ଲକ୍‌ ଅଞ୍ଚଳର ମହୁପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋଳିଆଗୁଡ଼ା ଗ୍ରାମ ନିକଟରେ ନକ୍ସଲ୍‌ମାନେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବା ସହ ୩ଟି ଗାଡ଼ି ପୋଡ଼ି ପକାଇଛନ୍ତି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଚାଲିଥିବା ରାସ୍ତା କାମ ତଦାରଖ କରିବାକୁ ଠିକାଦାର ସୁକୁମାର ମଣ୍ଡଳ ଆଜି ସକାଳ ପ୍ରାୟ ୯ଟା ବେଳେ ଏକ ବୋଲେରୋ ଗାଡ଼ିରେ ସେଠାରେ ପହଞ୍ଚିଥିଲେ। … Continue reading ଠିକାଦାରଙ୍କୁ ହତ୍ୟା କରି ୩ଟି ଗାଡ଼ି ପୋଡ଼ି ପକାଇଲେ ନକ୍ସଲ